ଡେଙ୍ଗୁ ଆତଙ୍କରେ ଗାଁ ଛାଡ଼ିଲେ ଲୋକେ : ୧୫ ଦିନରେ ୧୩ ଜଣଙ୍କର ମୃତ୍ୟୁ

କାନପୁର: ଉତ୍ତରପ୍ରଦେଶର କାନପୁର ନିକଟସ୍ଥ କୁର୍ସାଉଲି ଗ୍ରାମରେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୩ ଜଣ ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗ୍ରାମର ୩୦ରୁ ଅଧିକ ଡେଙ୍ଗୁ‌ ରୋଗୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଅନେକଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଡେଙ୍ଗୁର ପ୍ରକୋପ କମୁନଥିବାରୁ ଲୋକେ ଭୟରେ ଗ୍ରାମ ଛାଡି ପଳାଉଥିବା ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟମାନେ ଡେଙ୍ଗୁ କାରଣରୁ ଏହି ମୃତ୍ୟୁ ଘଟିଥିବା ଦାବି କରିଥିଲେ … Continue reading ଡେଙ୍ଗୁ ଆତଙ୍କରେ ଗାଁ ଛାଡ଼ିଲେ ଲୋକେ : ୧୫ ଦିନରେ ୧୩ ଜଣଙ୍କର ମୃତ୍ୟୁ